ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ବ୍ୟାଙ୍କି ରେ

ବୃତ୍ତି

ବ୍ୟାଙ୍କ୍ ପିଓ


ବ୍ୟାଙ୍କ୍ ପିଓ

NCS CODE: NA | BFSI13

ବ୍ୟାଙ୍କ୍ ପ୍ରୋବେସନାରୀ ଅଫିସର୍ (ବିପିଓ ବା ପିଓ) ବ୍ୟାଙ୍କଗୁଡିକରେ ଫାଇନାନ୍ସ, ଆକାଉଣ୍ଟିଂ, ବିଲିଂ ଏବଂ ନିବେଶ କାର୍ଯ୍ୟ କରନ୍ତି । ସେମାନେ ଗ୍ରାହକଙ୍କ ଅଭିଯୋଗ ଏବଂ ଅନ୍ୟାନ୍ୟ ଗ୍ରାହକ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରନ୍ତି ।

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ ଦକ୍ଷତା
  • ଗାଣିତିକ ଦକ୍ଷତା
  • ସମସ୍ୟା ର ସମାଧାନ
  • ଗ୍ରାହକ ସେବା
  • ସାଂଗଠନିକ ଦକ୍ଷତା
  • ନେତୃତ୍ୱ
ସଫଳତାର କାହାଣୀ

ରଞ୍ଜନା କୁମାରି

ରଞ୍ଜନା କୁମାରି ହେଉଛନ୍ତି ନାବାର୍ଡର ପ୍ରଥମ ମହିଳା ସଭାପତି। ସେ ୧୯୬୬ ମସିହାରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ପ୍ରୋବେସନରୀ ଅଫିସର୍ ଭାବରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୯୬୫ ରେ ହାଇଦ୍ରାବାଦର କୋଟି ମହିଳା ମହାବିଦ୍ୟାଳୟରୁ ସ୍ନାତକ ଏବଂ ଓସ୍ମାନିଆ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ପାଠ୍ୟକ୍ରମ କରିଥିଲେ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ